କନ୍ଧମାଳ ସନ୍ତାନ

Breaking News

ସପ୍ତମ 7A ସାଇଡ୍ ଟଚ୍ ରଗବୀ ଫେଡରେସନ କପ୍ କନ୍ଧମାଳ ଜିଲ୍ଲା ବାଳିକାରେ ଉପବିଜେତା ଏବଂ ବାଳକ ବିଭାଗରେ ତୃତୀୟ ସ୍ଥାନ…….

କନ୍ଧମାଳ ସନ୍ତାନ(ବ୍ୟୁର): ଓଡ଼ିଶା ରାଜ୍ୟ ରଗବୀ ଫୁଟବଲ ଆସୋସିଏସନ୍, ଭୂବନେଶ୍ଵର ଦ୍ଵାରା ଆୟୋଜିତ ସପ୍ତମ ୧୪ର୍ବଷରୁ କମ ବାଳକ ଏବଂ ବାଳିକାଙ୍କ 7A ସାଇଡ୍ ଟଚ୍ ରଗବୀ ଫେଡରେସନ କପ୍  ୭/୧୧/୨୦୨୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମ, ଭୂବନେଶ୍ଵର ଠାରେ  ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନ୍, ଘୁ.ଉଦୟଗିରିର ବାଳକ ବାଳିକା ଦଳ ଅଂଶଗ୍ରହଣ କରିଥିଲେ । ବାଳିକା ଦଳ  ଫାଇନାଲରେ କିସ୍  ଜାତୀୟ ଏବଂ ଆର୍ନ୍ତଜାତୀୟ ଖେଳାଳୀ ସଂପନ୍ନ ଦଳ  ବିରୁଦ୍ଧରେ  ସଂଘର୍ଷ ଏବଂ  ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ଗୋଟିଏ  ବ୍ୟବଧାନରେ ଉପବିଜେତା ମାନ୍ୟତା  ଗ୍ରହଣ କରିଛନ୍ତି l ସେହିଭଳି  ବାଳକ ବିଭାଗରେ  ତୃତୀୟ ସ୍ଥାନ ହାସଲ କରି  ଗତ ଥର ଭଳି ଜିଲ୍ଲାକୁ  ଗୈରବାନିତ  କରିଛନ୍ତି । ଉକ୍ତ ପ୍ରତିଯୋଗିତାରେ  ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀ, ଘୁ ଉଦୟଗିରିର କୋଚ୍ ଶ୍ରୀ ଚନ୍ଦନ କୁମାର ସୋରେନ୍  ଏବଂ ଉପ ପ୍ରଶିକ୍ଷକ ରାହୁଲ ନାୟକଙ୍କ ତତ୍ବାବଧାନରେ  ଲୁକ୍କାୟିତ ପ୍ରତିଭା ଚିହ୍ନଟ ଏବଂ ଦକ୍ଷତା ବୃଦ୍ଧି କରି, ଅର୍ଚ୍ଚନା ପ୍ରଧାନଙ୍କ ନେତୃତ୍ଵରେ ମାନସୀ ପ୍ରଧାନ (ଉପ ଅଧିନାୟିକା) ଅପସରା ଦାସ୍, ପ୍ରାଚିନା ପ୍ରଧାନ, ନାୟୀସ୍ ନାୟକ, ଇପ୍ସିତା ନାୟକ, ଭିକି ମଲ୍ଲିକ, ଅଙ୍କିତା ନାୟକ, ସିମରନ ପ୍ରଧାନ  ଏବଂ  ବାବୁ ଦେହୁରୀଙ୍କ (ବାଳକ ବିଭାଗର) ନେତୃତ୍ୱରେ ଇମରାନ ପ୍ରଧାନ(ଉପ ଅଧିନାୟକ),  ଇମାୱଲ ନାୟକ, ଅଖିଲ ନାୟକ, ଶୁଭକାନ୍ତ ପ୍ରଧାନ, ଶୁଭମ୍ ନାୟକ, ବିଜନ ଦିଗାଲ, ଉତପ୍ ପ୍ରଧାନ, ଅଭିଷେକ ଦଳବେହେରା, ଅଜିତ ଦେହୁରୀ  ଏବଂ ଅଞ୍ଚଳର ପୂର୍ବତନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କବାଡି ଖେଳାଳୀ କୁମାରୀ ବିଚିତ୍ରା ପ୍ରଧାନଙ୍କ ପରିଚାଳନାରେ କନ୍ଧମାଳ ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନ୍ ର  ଜିଲ୍ଲା ଖେଳାଳୀର ମାନ୍ୟତା ପାଇ ପ୍ରତି ଯୋଗିତାରେ ଭାଗନେଇ ଜିଲ୍ଲାର ମାନ ସମ୍ମାନ ବୃଦ୍ଧି କରିଥିବାରୁ ଆସାଟ୍ ସାମାଜିକ ଅନୁଷ୍ଠାନ, ଖାଇରହନ୍ ୱଲଫର ଫାଉଣ୍ଡେସନ ଏବଂ ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ ଏକାଡେମୀର ପ୍ରତିଷ୍ଠାତା ମହମ୍ମଦ ଜିଆଉଦ୍ଧିନ୍ ଅହମ୍ମଦ୍, ଫୁଟବଲ ପ୍ରଶିକ୍ଷକିକା କୁମାରୀ ସସ୍ମିତା ସାହୁ,  ଫୁଟ ଭଲି ଆନ୍ତର୍ଜାତିକ ଖେଳାଳୀ ପପୁନା ସାହୁ ଏବଂ କହ୍ନେଇ ନାୟକ, ଫୁଟବଲ ଟେନିସ୍ ଜାତିୟ ଖେଳାଳୀ କଳାମୋହନ‌ ନାୟକ, ସିପକ ଟାକ୍ରୋ ଖେଳାଳୀ ବାଦଲ ର୍ବୃଗୀ, ଫୁଟବଲ ଖେଳାଳୀ ଅମ୍ବିକା  ପ୍ରଧାନ ଏବଂ ଏକାଡେମୀ ର ସମସ୍ତ ସଦସ୍ୟ, ଡାଇଲଗିଂ ହ୍ୟୁମାନ ବିଗଂ ଫେଟିନେଟି, ଘୁ.ଉଦୟଗିରିର ସଦସ୍ୟ କିଶୋର ଚନ୍ଦ୍ର ନାୟକ ( ପୂର୍ବତନ BSF  ଯବାନ, ଜିଲ୍ଲା ବିଜେଡ଼ି  ସାଧାରଣ ସ଼ମ୍ପାଦକ), ସଂଜିତ୍ କୁମାର ପ୍ରଧାନ, ସୁନୀଲ କୁମାର ନାୟକ, ଚର୍ତ୍ତୃଭୂଜ ସାହୁ ପ୍ରଧାନ ଶିକ୍ଷକ), ସଂଜୟ କୁମାର ସାହୁ(ଖେଳ ଶିକ୍ଷକ), ବିଜୟ କୁମାର ମିଶ୍ର ( ପ୍ରଧାନ‌ଶିକ୍ଷକ ହାବାକ ଉଚବିଦ୍ୟାଳୟ ), ରେନୁବାଳା‌ ପ୍ରଧାନ(ଖେଳ ଶିକ୍ଷକ), ଟାରଜନ୍ ସାହୁ, ଆଲଫୋଞା ରାଜା, ପାଉଲ ପ୍ରଧାନ, ଅଧ୍ୟାପକ ରାଜେଶ କୁମାର ବାଘ, ବକ୍ସି ପ୍ରଧାନ, ସଚିନ୍ କୁମାର ପ୍ରଧାନ, କୁନା ପଟ୍ଟନାୟକ, ସତ୍ୟନାରାୟଣ ଗୈଡ, ଷ୍ଟିଫନ୍ ନାୟକ, ଅବଦୁଲ ବାରି, ଶ୍ରୀମତୀ ତ୍ରିଶିଳା‌ ପ୍ରଧାନ  ସରପଞ୍ଚ ଗ୍ରେସିଂଗିଆ‌, ଶ୍ରୀ ସୁରେନ୍ଦ୍ର ପ୍ରଧାନ‌, ପଞ୍ଚାୟତ ସମିତି ବିଧାୟକ ପ୍ରତିନିଧି, ଅନିଲ ଦଳବେହେରା ‌ନଗର  ବିଧାୟକ ପ୍ରତିନିଧି,  ବାପି ମିଶ୍ର‌ ସଭାପତି ମୋଟର ଚାଳକ ସଂଗଠନ ,  ଶ୍ରୀମତୀ ଭାନୁପ୍ରଭା ମିଶ୍ର  ଅଧ୍ୟକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦ, ଡଃ ପ୍ରଦିପ କୁମାର ମଲ୍ଲିକ ଅଧ୍ୟକ୍ଷ MMC Nursing training school, କନ୍ଧମାଳ ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ରବିଚନ୍ଦ୍ର ପାଲ, ରେଶମା ଦିଗାଲ, କୁମୁଦିନୀ ଦିଗାଲ, ଭାସ୍କର ପ୍ରଧାନ, ରାମାରାଓ ନାୟକ, ସନାତନ ପ୍ରଧାନ, ନରେଶ ପ୍ରଧାନ,  ଆଇନଜୀବୀ ରମେଶ ବେହେରା, ଫ୍ରାଙ୍କଲିନ ନାୟକ,  ମନୋଜ କୁମାର ମହାପାତ୍ର, ସଭାପତି ବଣିକ ସଂଘ ଏବଂ ଅଞ୍ଚଳର  ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୁଭକାମନା ଜଣାଇଛନ୍ତି ।

Related news

Skip to toolbar