କନ୍ଧମାଳ ସନ୍ତାନ

Breaking News

ଘୁ.ଉଦୟଗିରି ଠାରେ ଉପ-ବାଚସ୍ପତି ସାଲୁଗା ପ୍ରଧାନଙ୍କ ଦ୍ୱାରା ପାର୍କ ଏବଂ ସେଲ୍ଫି ଜୋନ ଉଦଘାଟିତ……

କନ୍ଧମାଳ ସନ୍ତାନ(ବ୍ୟୁର): ଓଡ଼ିଶାର ଉପବାଚସ୍ପତି ତଥା ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ୱାରା ଆଜି ୱାର୍ଡ ନମ୍ବର ୧୨ ଏବଂ ୱାର୍ଡ ନମ୍ବର ୪ରେ ମୁକ୍ତା ଯୋଜନା ଦ୍ୱାରା ନିର୍ମିତ ହୋଇ ଥିବା ପାର୍କ ଏବଂ ୱାର୍ଡ ନମ୍ବର ୧ ପଦାସାହିରେ ନିର୍ମିତ ହୋଇଥିବା I ♥️ G.UDAYGIRIର ଏକ ସେଲ୍ଫି ଜୋନ ପଏଣ୍ଟ ଉଦଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥି, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବିଭିନ୍ନ ୱାର୍ଡ କାଉନସିଲର ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ସହ ଏନଏସି କର୍ମକର୍ତ୍ତା ଉପସ୍ଥିତ ଥିଲେ I

Related news

Skip to toolbar