ଅନୁସନ୍ଧାନ ଭାରତ(ବ୍ୟୁର): ୨୦ ଦଫା ଦାବୀ ନେଇ କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ଏଲଆଇସି ଅଫିସ ସମ୍ମୁଖରେ ଧାରଣା ଦେଇ ଛନ୍ତି କର୍ମଚାରୀ l ଏଲଆଇସି ପ୍ରାଇଭେଟ ଲିମିଟେଡ଼ କତୃପକ୍ଷଙ୍କ ନିକଟରେ କାର୍ଯାରତ କର୍ମଚାରୀ ଦୀର୍ଘ ଦିନ ବିଭିନ୍ନ ଦାବୀ ନେଇ ଦାବୀ କରି ଆସୁଥିଲେ l କିନ୍ତୁ ଦାବିର ପୁରଣ ନହେବାରୁ ଆଜି ସମଗ୍ର ଭାରତର ଏଲଆସି ଏଜେଣ୍ଟମାନେ ଅଫିସ ସମ୍ମୁଖରେ ଧାରଣା ଦେଇ ଥିବା କହିଛନ୍ତି l ଯଦି ୨୦ ଦଫା ଦାବିକୁ ନେଇ ଆୱାଜ୍ ଦୋ, ପଲିସ ହୋଲଡର ବୋନସ ବୃଦ୍ଧି, ଲୋନ ଆଉ ଲେଟ ଫି ସୁଦ୍ଧ, ଜିଏସଟି ଉଛେଦ କରିବା, ଗ୍ରାଟୁଇଟି ବୃଦ୍ଧି କରିବା, ସବୁ ଏଜେଣ୍ଟମାନଙ୍କ ପାଇଁ ମେଡିକ୍ଳେମ ସୁବିଧା ଯୋଗାଇବା, ପେନ୍ସସ୍କିମ ଲାଗୁ କରିବା, ଏଜେଣ୍ଟ ୟୁନିଟ, ଏଜେଣ୍ଟ କମିଶନ ବୃଦ୍ଧି କରିବା, contributory provident fund, welfare ଫୁଣ୍ଡ ସୃଷ୍ଟି କରିବା, gadded punishment, justice prestige ଫୋର agents, direct ଏଜେଣ୍ଟମାନଙ୍କୁ ସୁବିଧା ଯୋଗାଇବା, ପ୍ରିମୀୟମ ପୋଇଣ୍ଟରେ ଟ୍ରାନ୍ସସବ ଫୀ ବୃଦ୍ଧି କରିବା, ରେକନିଷେ, ଇନ୍ସୁରାନ୍ସ ଆଗେଣ୍ତସ ପ୍ରଫେସନଲ, ପ୍ରେସିଡେଣ୍ଟ ପ୍ରଦୀପ କୁମାର ପାତ୍ର, ଡିବିମନାଲ ଉପସଭାପତି କାଳିନ୍ଦୀ ଚରଣ ପଣ୍ଡା, ଡିବିମନାଲ ରେପ୍ରେସେଣ୍ଟଟିବେ ସୁନୀଲ କୁମାର ପାଡି, ଜଗଣେଶ୍ୱର ସାମନ୍ତରାୟ ଏହି ଦାବି ସବୁ ପୁରଣ ନହେଲେ ଆଗାମୀ ଦିନରେ ସମଗ୍ର ଭାରତର ଏଲଆସି କର୍ମଚାରୀମାନେ ମିଶି ରାଜରାସ୍ତାକୁ ଓଲେଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି l