କନ୍ଧମାଳ ସନ୍ତାନ

Breaking News

ସରିଲା ନାମାଙ୍କନ ଦାଖଲ, ଶେଷ ଦିନରେ ବିଜେଡି, ବିଜେପି, କଂଗ୍ରେସ ଏବଂ ସ୍ୱାଧିନ ତରଫରୁ ୫୩ ଜଣ ଜିଲ୍ଲା ପରିଷଦ ପାର୍ଥି ପତ୍ର ଦାଖଲ….

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ଶେଷ ଦିନରେ ୧୮ଟି ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ପ୍ରାର୍ଥିଙ୍କ ନାମ ନାମ ହେଲା ୧ନଂ ଜୋନରୁ ଭାରତୀ ପ୍ରଧାନ (ସ୍ୟାଧିନ) , ଅନିତା ପ୍ରଧାନ ବିଜେଡି, ରେଖା ପ୍ରଧାନ (କଂଗ୍ରେସ), ୨ନଂ ଜୋନ କୋଟଗଡ ସୁଶାନ୍ତ କଂହର ( ବିଜେଡି) , ଯିରୀମିୟ ମୁଠାମାଝୀ (କଂଗ୍ରେସ), କୁନ୍ତଳା ପାଟମାଝୀ( ସ୍ୱାଧିନ) ୫ନଂ ଜୋନ ଘୁ.ଉଦୟଗିରି ହିରାବତୀ ପ୍ରଧାନ(କଂଗ୍ରେସ), ୬ନଂ ଜୋନ ଚକାପାଦ ପ୍ରେମାଞ୍ଜଳି ପ୍ରଧାନ ( କଂଗ୍ରେସ), ୭ ନଂ ଜୋନ ଟିକାବାଲି ପୂଜାରାଣୀ ଦୁର୍ଗ ( କଂଗ୍ରେସ), ୮ନଂ ଟିକାବାଲି ମମତା ପ୍ରଧାନ (କଂଗ୍ରେସ), ଲୁପିତ ପ୍ରଧାନ (ସ୍ୱାଧିନ) , ୯ନଂ ତୁମୁଡିବନ୍ଧ ଜୋନ ଶିବରାମ ମାଝୀ ( କିଂଗ୍ରେସ), ୧୦ ନଂ ଜୋନ ଦାରିଙ୍ଗିବାଡ଼ି ରାଧାକାନ୍ତ ପ୍ରଧାନ ( କଂଗ୍ରେସ), ଆକୁଳଚନ୍ଦ୍ର ପ୍ରଧାନ ( ଆପ), ବିମଳ ପ୍ରଧାନ (ବହୁଜନ ସମାଜ ପାର୍ଟି), ୧୧ ନଂ ଜୋନ ଦାରିଙ୍ଗବାଡି ଦୀପିକା ମୁଠାମାଝୀ(କଂଗ୍ରେସ) ବିନରାଜ ପ୍ରଧାନ ( ଆପ), ରାଜୁ ମାଝୀ (ବହୁଜନ ସମାଜ ପାର୍ଟି), ୧୫ନଂ ବାଲିଗୁଡା ନନ୍ଦିନୀ ମଳିକ।( ବିଜେଡି) ସାନୁରା ମଳିକ ( ସ୍ୟାଧିନ ), ପ୍ରମାଦ ମଳିକ ( କଂଗ୍ରେସ),୧୬ ନଂ ଜୋନ ବାଲିଗୁଡା ଆଖିର ଦିଗାଲ (ବିଜେଡି), ଅରୁପା ନାୟକ, ଅରାଜ ସିଂ ( ଆପ) ଶିବସିଂ ବିନ୍ଧାଣି (ସ୍ୱାଧିନ), ଚକ୍ରଧର ପାତ୍ର ( ସ୍ୱାଧିନ ), ୧୭ନଂ ଜୋନ ରାଇକିଆ ସନ୍ତୋଷ ଲେଙ୍କା ( ବିଜେପି ), ସତ୍ୟବାନ ପାତ୍ର ( କଂଗ୍ରେସ), ମାନସ ରଞ୍ଜନ ମହାନ୍ତି ( ସ୍ୱାଧିନ ) ୧୮ନଂ ଜୋନ ରାଇକିଆ ଆରତୀ ପ୍ରଧାନ( କଂଗ୍ରେସ) , ଏହି ସମସ୍ତ ପ୍ରାର୍ଥ ଆଜି ତାଙ୍କର ପାର୍ଥିପତ୍ର ଦାଖଲ କରି ଥିବା ଉପ-ଜିଲ୍ଲାପାଳ ପ୍ରକାଶ କରିଛନ୍ତି I ପାର୍ଥିପତ୍ର ଦାଖଲ ସରିବା ପରେ ଯାଞ୍ଚ କରାଯିବ I ବାଲିଗୁଡା ଓ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ସମୁଦାୟ ୫୩ ଜଣ ଜିଲ୍ଲା ପରିଷଦ ପାର୍ଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଗୋଟିଏ ପଟେ ଦଳୀୟ ଟିକେଟ ପାଇଁ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରୁଥିବାବେଳେ କିଛି ପାର୍ଥି ଅସନ୍ତୁଷ୍ଟ ହୋଇ ସ୍ୱାଧିନ ପାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I

Related news

Skip to toolbar