କନ୍ଧମାଳ ସନ୍ତାନ

Breaking News

ସିଆରପିଏଫ ଜବାନଙ୍କ ଦ୍ୱାରା ବନମହତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ……

କନ୍ଧମାଳ ସନ୍ତାନ(ବ୍ୟୁର): ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ସମ୍ପଦକୁ ଆଧାର କରି ୭୨ତମ ବନମହତ୍ସବ କନ୍ଧମାଳ ଜିଲ୍ଲା ଅଧୀନସ୍ଥ ବାଲିଗୁଡ଼ା ବ୍ଲକର ବାରଖମା ଠାରେ ସିଆରପିଏଫ ଜି/୧୨୭ ବିଏନ ଯବାନମାନଙ୍କ ଦ୍ୱାରା ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ INSP/GD-Venu K.M, ବାରଖମା ଫାଣ୍ଡି ଅଧିକାରୀ , ବାରଖମା ସ୍ୱାସ୍ଥ୍ୟ ସେବକ ଗଣ ଓ ବାଲିଗୁଡା ବନ ଭିଭାଗର ଫୋରେଷ୍ଟ ଗାର୍ଡ ବର୍ଷା ରାନୀ ମହାପାତ୍ର ଓ ଅନ୍ୟାନ୍ୟ କର୍ମୀମାନେ ଯୋଗ ଦେଇ ଥିଲେ I ଏହି ବନ ମହତ୍ସବ ଦିବସ ଓ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ଥିଲା I ଉପସ୍ଥିତ ଅତିଥିଙ୍କ ଦ୍ୱାରା ବାରଖମା ଫାଣ୍ଡି ପାଖରେ ୧୦୦ରୁ ଉର୍ଦ୍ଧ ବୃକ୍ଷ ରୋପଣ କରଯାଇ ଥିଲା I ଏହି ପରି ଭାବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଗକୁ ଚାଲୁ ରହିବ ବୋଲି C.R.P.F G/୧୨୭ BN ଯବାନମାନେ ପ୍ରକାଶ କରିଛନ୍ତି I

Related news

Skip to toolbar