କନ୍ଧମାଳ ସନ୍ତାନ

Breaking News

ବେଲଘରରେ ବାଘ ଆତଙ୍କ, ବଳଦକୁ ଖାଇଲା ବାଘ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ I ଏହି ରେଞ୍ଜରେ ବର୍ତ୍ତମାନ ସ୍ଥାନୀୟ ବାସୀନ୍ଧାଙ୍କୁ ବାଘ ଭୟ ଘାରିଛି l ଗତକାଲି ରାତ୍ରିରେ ବଳଦକୁ ବାଘ ଖାଇ ଥିବା ଘଟଣା ପଦାକୁ ଆସିଛି l ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ରାତିରେ ତଗାପାଙ୍ଗା ଜଙ୍ଗଲରେ ଏକ ଗାଇ କୁ ବାଘ ଖାଇ ଥିଲା I ଏ ନେଇ ଗାଇ ମାଲିକ ତିରେଶ୍ୱର୍ ମଲ୍ଲିକ ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି l ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l କିଛିଦିନ ହେବ ଜଙ୍ଗଲରେ ନିଆ ଲାଗିଥିବାରୁ ବନ୍ୟ ପ୍ରାଣୀ ଜନ ବସତିନିକଟ ଆଡ଼କୁ ମୁହାଁଉ ଛନ୍ତି I ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ପ୍ରକାଶ କରିଛନ୍ତି l

Related news

Skip to toolbar