କନ୍ଧମାଳ ସନ୍ତାନ

Breaking News

ଟିକାବାଲି ୟୁଥ ୱାରିୟର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି ଟିକାବାଲି ହାଇସ୍କୁଲ ପଡ଼ିଆ ଠାରେ ୟୁଥ ୱାରିୟର ଯୁବ ସଂଗଠନ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି I ଏଥିରେ ୟୁଥ ୱାରୀୟରର କାର୍ଯ୍ୟକାରୀ ସଭାପତି ବିକ୍ରାନ୍ତ ଭୋଇ, କୁମୁଦ ଚନ୍ଦ୍ର ସାହୁ, ପ୍ରମୁଖ ସାମ୍ବାଦିକ ତଥା ଶିକ୍ଷାବିତ ସନ୍ତୋଷ ଦଳବେହେରା, ଅରୁଣ ପାଣ୍ଡେ, ଧୀରୋଜ ନାୟକ, ନିକୁଞ୍ଜ ସାହୁ, ଅରବିନ୍ଦ ମହାପାତ୍ର, ବିଷ୍ଣୁ ଚରଣ ହୋତା, ବସନ୍ତ ଦିଗାଳ, ଧନଞ୍ଜୟ ନାୟକ, ଅଭିଳାଷ ଦିଗାଳ, ଅନୁପ ଭୋଇ, କିରନ ବେହେରା, ଗଣେଶ ବେହେରା, ଅଭିଷେକ ବେହେରାଙ୍କ ସହ ପ୍ରାୟ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ I ଏହା ସହ ସ୍ୱଚ୍ଛତା ସମ୍ବନ୍ଧୀୟ ସ୍ଲୋଗାନ ଦିଆଯାଇଥିଲା I ସଂଘର ପ୍ରମୁଖ ତଥା ବରିଷ୍ଠ ସଦସ୍ୟ କୁମୁଦ ଚନ୍ଦ୍ର ସାହୁ ଓ ସନ୍ତୋଷ ଦଳବେହେରା ଗାନ୍ଧୀଜି ଓ ଶାସ୍ତ୍ରୀଙ୍କ ବିଷୟରେ ବହୁତ ସୁନ୍ଦର ଭାବେ ଅଭିଭାଷଣ ଦେଇଥିଲେ I ଏହା ପରେ ପରବର୍ତୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା I

Related news

Skip to toolbar