କନ୍ଧମାଳ ସନ୍ତାନ

Breaking News

ପୁଲିସ ଡିଜି ଅଭୟଙ୍କ ଦ୍ୱାରା କୋଟଗଡ଼ ପୁଲିସ ଥାନାର ନୂତନ କୋଠା ଉଦଘାଟିତ….

କନ୍ଧମାଳ ସନ୍ତାନ(ବ୍ୟୁର): ଆଜି ଓଡିଶା ପୁଲିସ ଡିଜି ଅଭୟଙ୍କ ଦ୍ୱାରା କୋଟଗଡ଼ ପୁଲିସ ଥାନାର ନୂତନ କୋଠା ଉଦଘାଟନ ହୋଇଛି I ଓଡ଼ିଶା ପୁଲିସ ଡିଜି ବିଏସଏଫ ସ୍ଵତନ୍ତ୍ର ହେଲିକପ୍ଟରର ଯୋଗେ ନିର୍ଦ୍ଧାରିତ ସମୟ ଦିବା ୨.୩୦ମି ସମୟରେ ପହଞ୍ଚି ନୂତନ କୋଠା କୁ ଉଦଘାଟନ କରିଛନ୍ତି I ତାଙ୍କର ଏହି ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁକୁ କଡାକଡି କରାଯାଇଥିଲା I

୮ ବାଟାଲିୟନ ଯବାନ ସୁରକ୍ଷା ଦାଇତ୍ୱ ରେ ରହିଥିଲେ I କନ୍ଧମାଳ ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ତାଙ୍କ ଗସ୍ତ ସମୟରେ ଏହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା I ଆଜିର ଏହି କାର୍ଯ୍ୟକ୍ରମରେ ଡିଜିଙ୍କ ସମେତ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର, କନ୍ଧମାଳ ଏସପି ବିନୀତି ଅଗ୍ରବଲ,ଏସ୍.ଡି.ପି.ଓ ମନୋଜ ପୂଜାରୀ, କୋଟଗଡ଼ ଆଇଆଇସି ଧିରାଜ ଲେଙ୍କା, ବାଲିଗୁଡା ବିଧାୟକ ଚକ୍ରମଣି କଂହର ସାଂସଦ ପ୍ରତିନିଧି ମନୋଜ ସାବତ ପ୍ରମୁଖ ଉପସ୍ଥିତ ଥିଲେ I

Related news

Skip to toolbar