କନ୍ଧମାଳ ସନ୍ତାନ

Breaking News

ସରକାରୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ କରୁକୁଡୁପା ଗ୍ରାମପାୟତର ସାରଲିଜଡ଼ି ଓ ସଲାଗୁଡ଼ା ଗ୍ରାମବାସୀ….

କନ୍ଧମାଳ ସନ୍ତାନ(ବ୍ୟୁର): ରାସ୍ତା, ଘାଟ, ପାଣି, ବିଦ୍ୟୁତ, ଶିକ୍ଷା ଇତ୍ୟାଦି ମୌଳିକ ସୁବିଧାରୁ ବଞ୍ଚିତ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁପା ଗ୍ରାମପଞ୍ଚାୟତର ସାରଲିଜଡ଼ି ଓ ସଲାଗୁଡ଼ା ଗ୍ରାମବାସି I ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ରାସ୍ତା, ଘାଟ, ପାଣି, ବିଦ୍ୟୁତ, ଶିକ୍ଷା ଇତ୍ୟାଦି ମୌଳିକ ସୁବିଧାରୁ ବଞ୍ଚିତ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁପା ଗ୍ରାମପଞ୍ଚାୟତର ସାରଲିଜଡ଼ି ଓ ସଲାଗୁଡ଼ା ଗ୍ରାମବାସି I ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବା ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସ୍ୱାଧୀନତାର ସାତ ଦଶନ୍ଧି ପରେ ବି କନ୍ଧମାଳ ଜ଼ିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ସାରଲିଜଡ଼ି ଓ ସଲାଗୁଡ଼ା ଗ୍ରାମବାସି ଆଜିବି ମୌଳିକ ସୁବିଧାରୁ ବଞ୍ଚିତ I ଏହି ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନ ଥିବାବେଳେ ସାହା ଭରସା ପାହାଡ଼ିଆ ପାଦ ଚଲା ରାସ୍ତା I ଏହି ରାସ୍ତାରେ ଯାତାୟାତ କଲାବେଳେ ଟିକେ ଅନ୍ୟ ମନସ୍କ ହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ I ଏ ଭଳି ପରିସ୍ଥିରେ ବିଦ୍ୟୁତ ସେବା ଏମାନଙ୍କ ପାଇଁ ସାତ ସପନ I ବର୍ତ୍ତମାନ ସୁଦ୍ଧା ଏହି ଗ୍ରାମର ବାସୀନ୍ଧା ବିଦ୍ୟୁତ ବଲବ କିମ୍ବା ବିଦ୍ୟୁତ ଖୁଣ୍ଟ ବି ଦେଖି ନାହାନ୍ତି l ଉପାନ୍ତ ଅଞ୍ଚଳ ହେଇଥିବରୁ ବନ୍ୟ ଜନ୍ତୁଙ୍କ ଭୟରେ ସଞ୍ଜ ନଇଁଲେ ତାଟି କବାଟ ପଡ଼ିଯାଏ ପୁଣି ଡୁବି, ଆଲୁଅ ଏମାନଙ୍କ ବନ୍ଧୁ ପାଲଟି ଥାଏ l ହେଲେ କେନ୍ଦ୍ର ସରକାର ବାହାସ୍ପଟ ମାରି କହୁଛନ୍ତି ପ୍ରତି ଘରକୁ ମିଳିବ ବିଜୁଳି ଆଲୁଅ, ଏଥିନିମନ୍ତେ ନିକଟ ଅତୀତରେ ସରକାରଙ୍କ ଦ୍ୱାରା ସୌଭାଗ୍ୟ ବିଦୂତ କରଣ ଯୋଜନା ଆରମ୍ଭ କରାଯାଇଥିଲା l ଏହି ଯୋଜନା ଦ୍ୱାରା ସାରଲିଜଡ଼ି ଓ ସଲାଗୁଡ଼ା ଗ୍ରାମର ଘରେ ଘରେ ସୁଇଚ ବୋର୍ଡ ଲଗା ଯାଇଅଛି I ହେଲେ ନା ବିଦୂତ ଖୁଣ୍ଟ ଅଛି ନା ବସିଛି ମିଟର I ଏପରିକି ଗ୍ରାମରେ କୌଣସି ଟ୍ରାନ୍ସଫରମର ଟିଏ ବି ବସା ଯାଇନାହିଁ l ତେବେ ଆଶ୍ଚର୍ଯ୍ୟର କଥା ବିଦୂତ ସଂଯୋଗ ନ ହୋଇ ଲୋକଙ୍କଠୁ ଆଦାୟ କରାଯାଉଛି ମୋଟା ଅଙ୍କର ବିଦୂତ ବିଲ I ଯାହା ଦ୍ୱାରା ଲୋକଙ୍କ ଭିତରେ ବଡ଼ିବାରେ ଲାଗିଛି ଅସନ୍ତୋଷ l ବିଜୁଳି ଆଲୁଅ ଆମ ପାଇଁ ସାତ ସପନ ସରକାର ଆମ ଗୁହାରି ଶୁଣ ବୋଲି ଗୁହାରି କରିଛନ୍ତି ଶ୍ରୀଲିଜଡ଼ି ଅଞ୍ଚଳବାସୀ I ସୁବିଧା ଯୋଗାଇବା ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସ୍ୱାଧୀନତାର ସାତ ଦଶନ୍ଧି ପରେ ବି କନ୍ଧମାଳ ଜ଼ିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ସାରଲିଜଡ଼ି ଓ ସଲାଗୁଡ଼ା ଗ୍ରାମବାସି ଆଜିବି ମୌଳିକ ସୁବିଧାରୁ ବଞ୍ଚିତ I ଏହି ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନ ଥିବାବେଳେ ସାହା ଭରସା ପାହାଡ଼ିଆ ପାଦ ଚଲା ରାସ୍ତା I ଏହି ରାସ୍ତାରେ ଯାତାୟାତ କଲାବେଳେ ଟିକେ ଅନ୍ୟ ମନସ୍କ ହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ I ଏ ଭଳି ପରିସ୍ଥିରେ ବିଦ୍ୟୁତ ସେବା ଏମାନଙ୍କ ପାଇଁ ସାତ ସପନ I ବର୍ତ୍ତମାନ ସୁଦ୍ଧା ଏହି ଗ୍ରାମର ବାସୀନ୍ଧା ବିଦ୍ୟୁତ ବଲବ କିମ୍ବା ବିଦ୍ୟୁତ ଖୁଣ୍ଟ ବି ଦେଖି ନାହାନ୍ତି l ଉପାନ୍ତ ଅଞ୍ଚଳ ହେଇଥିବରୁ ବନ୍ୟ ଜନ୍ତୁଙ୍କ ଭୟରେ ସଞ୍ଜ ନଇଁଲେ ତାଟି କବାଟ ପଡ଼ିଯାଏ ପୁଣି ଡୁବି, ଆଲୁଅ ଏମାନଙ୍କ ବନ୍ଧୁ ପାଲଟି ଥାଏ l ହେଲେ କେନ୍ଦ୍ର ସରକାର ବାହାସ୍ପଟ ମାରି କହୁଛନ୍ତି ପ୍ରତି ଘରକୁ ମିଳିବ ବିଜୁଳି ଆଲୁଅ, ଏଥିନିମନ୍ତେ ନିକଟ ଅତୀତରେ ସରକାରଙ୍କ ଦ୍ୱାରା ସୌଭାଗ୍ୟ ବିଦୂତ କରଣ ଯୋଜନା ଆରମ୍ଭ କରାଯାଇଥିଲା l ଏହି ଯୋଜନା ଦ୍ୱାରା ସାରଲିଜଡ଼ି ଓ ସଲାଗୁଡ଼ା ଗ୍ରାମର ଘରେ ଘରେ ସୁଇଚ ବୋର୍ଡ ଲଗା ଯାଇଅଛି I ହେଲେ ନା ବିଦୂତ ଖୁଣ୍ଟ ଅଛି ନା ବସିଛି ମିଟର I ଏପରିକି ଗ୍ରାମରେ କୌଣସି ଟ୍ରାନ୍ସଫରମର ଟିଏ ବି ବସା ଯାଇନାହିଁ l ତେବେ ଆଶ୍ଚର୍ଯ୍ୟର କଥା ବିଦୂତ ସଂଯୋଗ ନ ହୋଇ ଲୋକଙ୍କଠୁ ଆଦାୟ କରାଯାଉଛି ମୋଟା ଅଙ୍କର ବିଦୂତ ବିଲ I ଯାହା ଦ୍ୱାରା ଲୋକଙ୍କ ଭିତରେ ବଡ଼ିବାରେ ଲାଗିଛି ଅସନ୍ତୋଷ l ବିଜୁଳି ଆଲୁଅ ଆମ ପାଇଁ ସାତ ସପନ ସରକାର ଆମ ଗୁହାରି ଶୁଣ ବୋଲି ଗୁହାରି କରିଛନ୍ତି ଶ୍ରୀଲିଜଡ଼ି ଅଞ୍ଚଳବାସୀ I

Related news

Skip to toolbar