କନ୍ଧମାଳ ସନ୍ତାନ

Breaking News

ରାମ ଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ପାଳିତ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବନାଞ୍ଚଳ କୁର୍ତମଗଡ କ୍ଷେତ୍ର ରାମ ଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୭୨ତମ ବନ ମହୋତ୍ସବ ପାଳିତ ହୋଇଛି I ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି I କୁର୍ତ୍ତମଗଡ଼ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦିବ୍ୟ ଲୋଚନ ପ୍ରଧାନ, ରାଜସ୍ବ ନୀରିକ୍ଷକ ରଞ୍ଜିତ କହଁର, ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ମଳିକ୍ , ସମିତି ସଭ୍ୟ ଉପେନ୍ଦ୍ର ନାୟକ, ରାମଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ବୃନ୍ଦ ଓ ବନ ବିଭାଗ କର୍ମଚାରୀ ଯଥା କୁର୍ତ୍ତମଗଡ ବନପାଳ ପିଉସ ପ୍ରତୀକ ପଟ୍ଟନାୟକ, ବନରକ୍ଷୀ ଶ୍ରୀ ଖଗେଶ୍ବର ପ୍ରଧାନ, ବନରକ୍ଷୀ ସାଗରିକା ବେହେରା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ I

Related news

Skip to toolbar