କନ୍ଧମାଳ ସନ୍ତାନ

Breaking News

ମୁଣ୍ଡିଗଡ଼ ଗ୍ରାମରେ ଦେଖିବାକୁ ମିଳିଛି ବିରଳ ପ୍ରଜାତିର ଛତୁ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ ଗ୍ରାମରେ ଆଜି ଏକ ବିରଳ ପ୍ରଜାତିର ଛତୁ ଫୁଟି ଥିବାର ଦେଖିବାକୁ ମିଳିଛି I ଯାହାକି ଦେଖିବାକୁ କରୋନା ଭୁତାଣୁ ସଦୃଶ୍ୟ I ଆଜି ଏହି ଛତୁ ଦେଖିବା ପରେ ସେହି ସ୍ଥାନରେ ଭିଡ଼ ହୋଇ ଥିଲା I ଅନେକ ଲୋକ ଛତୁ ସହ ସେଲ୍ଫି ନେଉଥିବା ଦୃଶ୍ୟ ବି ନଜରକୁ ଆସିଛି I

Related news

Skip to toolbar