କନ୍ଧମାଳ ସନ୍ତାନ

Breaking News

ଶାନ୍ତିମୌତ୍ରି ଅନୁଷ୍ଠାନ ଦ୍ୱାରା ସ୍ୱାସ୍ଥ୍ୟକର୍ମୀ ଓ କୋରାନ ଯୋଦ୍ଧାଙ୍କୁ କୀଟ ପ୍ରଦାନ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୃକ୍ଷ ରୋପଣ କାର୍ଯ୍ୟାକ୍ରମ ସହ ଚକ୍ଷୁ ବିଭାଗର ଶୁଭ ଉଦଘାଟନ କରିବା ସହ ଶାନ୍ତିମୌତ୍ରି ନିଉଦିଲ୍ଲୀ ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସୋସ୍ଥ୍ୟକେନ୍ଦ୍ର ର କାର୍ଯ୍ୟାରତ କୋଭିଡ ଯୋଦ୍ଧା ଏଏନଏମ ଓ ଆଶା କର୍ମୀମାନଙ୍କୁ କିଟ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟାକ୍ରମରେ ମୁଖ୍ୟ ଅଥିତି ଭାବେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ଚକ୍ରମଣୀ କହ୍ନର, ତୁମୁଡ଼ିବନ୍ଧ ବ୍ଲକ ଅଧକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ବିଜେଡ଼ି ବ୍ଲକ ସଭାପତି ପ୍ରମଦ କୁମାର ସାହୁ, ମେଡିକାଲ ସୁପେରଟେଣ୍ଟେଣ୍ଟ ଡାକ୍ତର ଅଭିଷେକ ନାୟକ, ଶାନ୍ତି ମୟିତ୍ରୀ ପରିଚାଳକ ଭଗବାନ ଜେନା ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ I ସ୍ୱାସ୍ଥ୍ୟକର୍ମୀ ନିଜ ପରିବାରକୁ ଛାଡ଼ି ଗାଁ ଗାଁ ବୁଲି ଲୋକ ମାନଙ୍କୁ ସେବା ଯୋଗାଉ ଥିବାରୁ ଧନ୍ୟବାଦ ଦେଇ ଛନ୍ତି ବାଲିଗୁଡ଼ା ବିଧାୟକ I

Related news

Skip to toolbar