କନ୍ଧମାଳ ସନ୍ତାନ

Breaking News

ମାଗଣାରେ ୧୦୨ ପରିବାରକୁ କୁକୁଡ଼ା ଚିଆଁ ବଣ୍ଟନ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୋଟଗଡ ପ୍ରାଣୀ ଚିକିତ୍ସାଳୟ ଡ଼ଃ ରଂଜିତ ସାମନ୍ତ ସିଂହାରଙ୍କ ନେତୃତ୍ୱରେ କେଶରାଗୁଡା, ଡେଙ୍ଗୁଡ଼ା, ଆର୍କିମାହା, କୋଟଗଡ, ଜୁଡ଼ାବାଲି, ସର୍ତ୍ତୁଳ ଆଦି ଅଂଚଳ ରେ ୧୦୨ ଜଣ ଦିବ୍ୟାଙ୍ଗ, ଅସହାୟ ବିଧବା ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ୨୫ଟି ଲେଖାଏଁ କୁକୁଡ଼ା ଚିଆଁ ମାଗଣାରେ ବଣ୍ଟା ଯାଇଛି I ଏହି ବଣ୍ଟନ କାର୍ଯ୍ୟକ୍ରମ ପ୍ରାଣୀ ସମ୍ପଦ ବିଭାଗ ତରଫରୁ କୋବିଡ ସମୟରେ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଉଦେଶ୍ୟରେ କରାଯାଉଥିବା କହିଛନ୍ତି ଡ଼ଃ ସାମନ୍ତ ସିଂହାର I

Related news

Skip to toolbar