କନ୍ଧମାଳ ସନ୍ତାନ

Breaking News

ବେଆଇନ କଞ୍ଚାମାଲ ଚୋରାଚାଲାଣ ରୋକିବାକୁ କୋଟଗଡ଼ ଠାରେ ଚେକ ଗେଟ ଉଦଘାଟିତ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ସୀମାନ୍ତ କୋଟଗଡ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ର ନିକଟ ମୁଖ୍ୟରାସ୍ତାରେ ବେଆଇନ ବନ୍ୟଜନ୍ତୁ ଓ ଜଙ୍ଗଲଜାତ ଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଜି ଚେକଗେଟ ଉଦଘାଟିତ ହୋଇଯାଇଛି I

ବିଧିବଦ୍ଧ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଫିତା କାଟି ଉଦଘାଟନ କଲେ ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ପ୍ରଶାନ୍ତ କୁମାର ମିଶ୍ର I ଏହା ସହ ଉଦଘାଟନୀ ଉତ୍ସବରେ ବାଲିଗୁଡା ବନଖଣ୍ଡ ଅଧିକାରି ବିଶ୍ୱନାଥ ନୀଳନ୍ତର, କୋଟଗଡ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟ କାନ୍ତ ବେହେରା ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ I

Related news

Skip to toolbar