କନ୍ଧମାଳ ସନ୍ତାନ

Breaking News

ବିବାହ ଭୋଜିରେ ଚଢ଼ାଉ, ୨୫ ହଜାର ଟଙ୍କା ଜୋରିମାନା ଆଦାୟ…

କନ୍ଧମାଳ ସନ୍ତାନ(ବ୍ୟୁର): କୋବିଡ ନିୟମକୁ ଉଲଂଘନ କରିବା ବିବାହ ଭୋଜି ଆୟୋଜନ କରିବ ଅଭିଯୋଗରେ କୋଟଗଡ ବ୍ଲକର ଶ୍ରୀରାମପୁର ଠାରେ ପୁଲିସ ଏବଂ ତହସିଲଦାରଙ୍କ ପକ୍ଷରୁ ଚଢ଼ାଉ କରାଯାଇଛି I ଖବର ପାଇବା ପରେ ବାହାଘର, ପ୍ରୋସେସନ ଓ ଭୋଜିଭାତ ଆୟୋଜିନ କରାଯାଇ ଥିବା ସ୍ଥାନରେ କୋଟଗଡ ତହସିଲଦାର ଲକ୍ଷ୍ମୀଧର ସାହୁ ଓ କୋଟଗଡ ପୁଲିସ ଟିମ ପହଞ୍ଚି ଥିଲେ I ପୁଲିସ ଟିମ ଏବଂ ତହସିଲଦାର ମିଳିତ ଭାବରେ ଚଢ଼ାଉ କରି ବରଯାତ୍ରୀ ବସରୁ ଦଶ ହଜାର ଟଙ୍କା, ବର ପକ୍ଷରୁ ପାଞ୍ଚ ହଜାର ଟଙ୍କା ଓ କନ୍ୟା ପକ୍ଷରୁ ଦଶ ହଜାର ଟଙ୍କାକୁ ମିଶାଇ ମୋଟ ୨୫ ହଜାର ଟଙ୍କା ଫାଇନ ଆଦାୟ କରି ଥିବା ସୂଚନା ଦେଇଛନ୍ତି କୋଟଗଡ ଥାନାନାଧିକାରୀ I

Related news

Skip to toolbar