କନ୍ଧମାଳ ସନ୍ତାନ

Breaking News

ଟ୍ରାକ୍ଟର ଓଲଟି ଶ୍ରମିକ ଗୁରୁତର…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧିନସ୍ଥ ଗୁମାଗଡ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ଗୁରୁତର ହୋଇ ଥିବାର ସୂଚନା ମିଳିଛି I ସଙ୍ଗେ ସଙ୍ଗେ ଆହତ ଶ୍ରମିକଙ୍କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା I ସେଠାରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ହସ୍ପିଟାଲକୁ ପଠାଇଥିଲେ I ଦୁର୍ଘଟଣା ଆହତ ବ୍ୟକ୍ତିଙ୍କ ନାମ ସୁନୀଲ ନାଗ I ତାଙ୍କର ଘର ଟିକାବାଲି ବ୍ଲକ ବେଡାସୁଗା ଗ୍ରାମରେ ବୋଲି ଜଣ ପଡ଼ିଛି I

Related news

Skip to toolbar