କନ୍ଧମାଳ ସନ୍ତାନ

Breaking News

ବାରାହା ଆକ୍ରମଣରେ ଜଣେ ଗୁରୁତର….

କନ୍ଧମାଳ ସନ୍ତାନ(ବ୍ୟୁର): ବାରାହା ଆକ୍ରମଣରେ ଯୁବକ ଗୁରୁତର । କନ୍ଧମାଳ ଜିଲ୍ଲା କଟୋଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲଙ୍ଗା ପଂଚାୟତ ସାଲିକି ଶିତଗୁଡା ଗାଁରେ ଏହି ଘଟଣା ଘଟିଛି I ସୂଚନା ଅନୁସାରେ ଯୁବକ ଜଣକ ହଳଦୀ ଖୋଳୁଥିଲା ବେଳେ ବାରାହା ଆକ୍ରମଣ କରି ଥିଲା I ବାରାହା ଆକ୍ରମଣରେ ଯୁବକ ଘଟଣା ସ୍ଥଳରେ ଗୁରୁତର ହୋଇ ଥିଲେ I ପରିବାର ଲୋକ ଗୁରୁତର ଅବସ୍ଥାରେ କୋଟଗଡ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ I ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଥିଲେ I ବର୍ତ୍ତମାନ ଯୁବକ ବାଲିଗୁଡା ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି I

Related news

Skip to toolbar