କନ୍ଧମାଳ ସନ୍ତାନ

Breaking News

ନିଫା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…

କନ୍ଧମାଳ ସନ୍ତାନ(ବ୍ୟୁର): ଶିକ୍ଷାନିକେତନ ବାଲିଗୁଡ଼ା ଠାରେ ଆଜି ଭାରତ ନିଫା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି I ଏହି ରକ୍ତଦାନ ଶିବିର କନ୍ଧମାଳ ଜିଲ୍ଲାର ଫୁଲବାଣୀ ଏବଂ ବାଲିଗୁଡ଼ା ଠାରେ ଆୟୋଜିତ ହୋଇଛି I ଉକ୍ତ ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଜଗଦୀଶ ଷଡଙ୍ଗୀ ଏବଂ ମେଡିକାଲ ଡାକ୍ତର ବି.ଯେ.ଶୁର, ଶିକ୍ଷାନିକେତନ ପ୍ରତିଷ୍ଠାତା ଶ୍ରୀ ରାଜକିଶୋର ପାଢ଼ୀ ଉପସ୍ଥିତିରେ ଶୁଭ ଉଦ୍ଘାଟନ କରିଥିଲେ I ଗୋଷ୍ଠୀ ଉନୟନ ଅଧିକାରୀ ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହକରାଯାଇ ଥିବା ସୂଚନା ଦେଇଛନ୍ତି I ଏହି ସହ ରକ୍ତଦାନ କାର୍ଯ୍ୟକ୍ରମରେ ଏସଡିପିଓ ମନୋଜ କୁମାର ପୂଜାରୀ ଏବଂ ବନବାସୀ ରବିନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ I

Related news

Skip to toolbar