କନ୍ଧମାଳ ସନ୍ତାନ

Breaking News

ଓଲଟିଲା ଟାଟା ମ୍ୟାଜିକ…

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକ ପଟାଙ୍ଗ ଗ୍ରାମରେ ଏକ ଓଡି-୧୩ଏମ-୮୪୨୩ ନମ୍ବର ଟାଟା ମ୍ୟାଜିକ ଦୁର୍ଘଟଣା ଗ୍ରସ୍ଥ ହୋଇଛି I ହେଲେ ଏହି ଦୁର୍ଘଟଣାରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲ୍ପର I ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଚାଳକ ଏବଂ ହେଲ୍ପରଙ୍କୁ ଉଦ୍ଧାର କରିଥିଲେ I ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ଏହି ଗାଡ଼ି ବ୍ରହ୍ମପୁର ଠାରୁ ବାଲିଗୁଡ଼ା ଅଭିମୁଖେ ଯାଉ ଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ି ଥିବା ପ୍ରତାକ୍ଷ ଦର୍ଶୀ ସୂଚନା ଦେଇଛନ୍ତି I

Related news

Skip to toolbar