କନ୍ଧମାଳ ସନ୍ତାନ

Breaking News

ସୁବର୍ଣ୍ଣଗିରି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ସଫେଇ କଲେ ସ୍ବେଛାସେବୀ ….

କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅଧିନସ୍ଥ ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ଯୁବନେତା ଚନ୍ଦ୍ର ବଡ଼ସେଠ ଏବଂ ବିଧାୟକ ପ୍ରତିନିଧି ପରାଶର ପାଟମାଝୀଙ୍କ ସହଯୋଗରେ ମେଡିକାଲ ପରିସରକୁ ସଫାସୁତୁରା କରାଯାଇଛି I ଏହି ସଫେଇ କାର୍ଯ୍ୟକ୍ରମରେ ବହୁ ଯୁବ ସ୍ବେଛାସେବୀ ମଧ୍ୟ ଯୋଗା ଦେଇ ଥିଲେ I ମେଡିକାଲ ପରିସରକୁର ସଫା ସୁତୁରା ରଖିବା ପାଇଁ ଅନେକ ଦିନ ହେବ ସରକାଙ୍କ ପକ୍ଷରୁ ଷ୍ଟାଫ ନିଯୁକ୍ତି ପାଈଁ ବାରମ୍ବାର ଦାବୀ ହୋଇ ଆସୁଛି I କିନ୍ତୁ ଜନସାଧରଣଙ୍କ ଦାବୀ ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନ ଥିବା ଅଞ୍ଚଳ ବାସୀ ପ୍ରୟିକ୍ରିୟା ଦେଇଛନ୍ତି I କୌଣସି ଷ୍ଟାଫଙ୍କୁ ନିଯୁକ୍ତି ଦିଆ ନ ଯିବା ସୁବର୍ଣ୍ଣଗିରି ଗ୍ରାମବାସୀଙ୍କ ପାଇଁ ଅତି ଦୁଃଖର ବିଷୟ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି I

Related news

Skip to toolbar