କନ୍ଧମାଳ ସନ୍ତାନ

Breaking News

ରାଷ୍ଟ୍ରୀୟ ପୋଷଣ ମାସ ୨୦୨୦

କନ୍ଧମାଳ ସନ୍ତାନ (ବ୍ୟୁର): ଘୁ ଉଦୟଗିରୀ ବଡସାହୀ, କଚେରୀ ସାହି ଅଙ୍ଗନୱାଡି କେନ୍ଦ୍ର ଠାରେ ରାଷ୍ଟ୍ରୀୟ ମାସ ୨୦୨୦ ପାଳିତ ହୋଇଯାଇଛି । ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୦ ପାଳନ କରାଯିବ । ବଡଶାହି ଓ କଚେରୀ ସାହିର ଶତାଧିକ ମାଁ ମାନେ ଉକ୍ତ ସଭାରେ ଯୋଗଦେଇଥିଲେ । ମାଁ ମାନେ କିପରି ଭାବରେ ପୁଷ୍ଟିକର ଖାଦ୍ୟ ଖାଇବେ ସେ  ସମ୍ପର୍କରେ ଅଙ୍ଗନୱାଡି କର୍ମୀମାନେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମକୁ ବଡସାହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଶୁଭଶ୍ରୀ ଦଳବେହେରା ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ପରିବେଷଣ କରିଥିଲେ ।

Related news

Skip to toolbar